କଟକରେ ବଡ ଧରଣର ସାଇବର୍ ଠକେଇ । ସିମ୍ ଆକ୍ଟିଭ କରିବାକୁ କହି ଜଣେ ଡାକ୍ତରଙ୍କଠାରୁ 77 ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍ ଲୁଟେରା । ବିଶେଷଜ୍ଞ ମତରେ ଏଭଳି ପ୍ରସଙ୍ଗରେ ସତର୍କ ରୁହନ୍ତୁ । କୌଣସି ପ୍ରକାର ଥାର୍ଡ ପାର୍ଟି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ ....
#ArgusNews #Cuttack #CyberFraud #CyberLoot #Loot
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app