ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ସ୍ୱଂରଖିତ ଜଙ୍ଗଲକୁ ପ୍ରଵେଶ କରିଛନ୍ତି । ଏହି ହାତୀପଲରେ ୫ ଟି ଦନ୍ତା ଓ ୭ ଟି ଛୁଆ ସମେତ ମୋଟ ୪୨ ଟି ହାତୀ ଅଛନ୍ତି।
#ArgusNews #Odisha #Nilagiri #Jharkhand #Elephant