ମଣ୍ଡି ସମସ୍ୟା ପାଇଁ ରାସ୍ତାରେ ଅନ୍ନଦାତା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ହାଟବସ୍ତ ଠାରେ ଥିବା ଶ୍ରୀଚନ୍ଦନପୁର ମଣ୍ଡିରେ ଧାନ ଉଠାଣ ସମସ୍ୟା ଯୋଗୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀଚନ୍ଦନପୁର ମଣ୍ଡିରେ ୧୪ ହଜାର କୁଇଣ୍ଟାଲ ଧାନ ଉଠାଣ ଟାର୍ଗେଟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ ହଜାର କୁଇଣ୍ଟାଲ ଧାନ ଉଠାଣ ହୋଇଛି ....
#ArgusNews #Khordha #Paddy_Issue #Strick
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app