ଅଜିତଙ୍କ ପରିବାରକୁ ଭେଟିବ କଂଗ୍ରେସର ସବ କମିଟି...
କଂଗ୍ରେସର କର୍ମୀ ଓ ସ୍ଥାନୀୟ ଲୋକ ଚାହୁଁଛନ୍ତି ତାଙ୍କ ପରିବାରରୁ କିଏ ନିର୍ବାଚନ ମଇଦାନକୁ ଓଲାନ୍ତୁ...2 ଦିନ ଭିତରେ ପ୍ରାର୍ଥୀ ଫାଇନାଲ କରାଯିବ : ପ୍ରଦୀପ ମାଝୀ, ପ୍ରାର୍ଥୀ ଚୟନ କମିଟି ଅଧ୍ୟକ୍ଷ
#ArgusNews #Odisha #Congress #AjitMangaraj #PradeepKumarMajhi