ରାଜନୈତିକ ହିଂସା ପାଇଁ ସବୁବେଳେ ଚର୍ଚ୍ଚାରେ ପଶ୍ଚିମବଙ୍ଗ । ବାମ ଦଳ ପରି ଦିଦିଙ୍କ ଦଳ ନାଁରେ ବି ହିଂସା କରାଉଥିବାର କଳଙ୍କ ରହିଛି । ବିଜେପିର ଅଭିଯୋଗ ଏଠି ଶାସକ ଦଳ ରକ୍ତମୁଖା ସାଜିଛି । ପାଖାପାଖି 130 କର୍ମୀଙ୍କର ଜୀବନ ଯାଇଛି । ପଶ୍ଚିମବଙ୍ଗ ରାନୀତିରେ ହିଂସା ବଢୁଛି ।
#ArgusNews #WestBengal #BJP #Politics
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app