ସର୍ବେଶ୍ୱର ବେଉରାଙ୍କ ଉପରେ ହୋଇଥିବା ବୋମାମାଡ ଘଟଣାରେ କିଏ ମୁଖ୍ୟ ଷଡଯନ୍ତ୍ରକାରୀ?
ପୋଲିସ 3 ଜଣଙ୍କୁ ଗିରଫ କରିଥିବା କଥା କହିଥିବା ବେଳେ କାହିଁକି ସେମାନଙ୍କ ନାମ ପ୍ରକାଶ କଲେ ନାହିଁ । କାହାକୁ ସୁରକ୍ଷା ପାଇଁ ଏସପି ଏମିତି କଲେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ଏବେ ପୁଣିଥରେ ବିବାଦକୁ ଆସିଛନ୍ତି ଯାଜପୁର ଏସପି ପିଆର....
#ArgusNews #Odisha #Jajpur #SarbeswarBeura #Attack