ଇଏ ହେଉଛି ନୂଆପଡ଼ା ଜିଲ୍ଲା କୋମନା ମଣ୍ଡିର ଦୃଶ୍ୟ । ମଣ୍ଡିରେ ବର୍ତ୍ତମାନ ପ୍ରାୟ 9 ହଜାରରୁ ଅଧିକ ଧାନ ବସ୍ତା ପଡ଼ି ରହିଛି । 117 ଜଣ ଚାଷୀଙ୍କ ଟୋକନ ଅବଧି ସାରିବାକୁ ବସିଲାଣି । ସେହିଭଳି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଲକ୍ଷାଧିକ ଧାନ ବସ୍ତା ପଡ଼ି ରହିଥିବା ବେଳେ ପ୍ରାୟ 3 ହଜାରରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ଅବଧି ସରିଲାଣି । ମାସେରୁ ଉର୍ଦ୍ଧ ହେବ ମଣ୍ଡିରେ ଶୀତ କାକରରେ ଜଗି ରହିଥିବା ଚାଷୀ...
#ArgusNews #Odisha #Mandi_Issue #Token_System