#ଜୁନ_ମାସରେ_ଦୂର_କୋରୋନାର_ଯାତନା...
ମିଳିବ ସାମାନ୍ୟ ଆସ୍ବସ୍ତି...ଗାଁ ମାନଙ୍କରେ ଟେଷ୍ଟିଂ ସୁବିଧା ନାହିଁ କି ଲୋକମାନେ ଟେଷ୍ଟିଂ କରାଇବା ପାଇଁ ମଧ୍ୟ ଇଛୁକ ନୁହନ୍ତି...ଲୋକେ କମ ଅବଗତ ଥିବାରୁ ଆଗକୁ ମୃତ୍ୟୁହାର ବଢ଼ିବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...
#ArgusNews #ArgusTv #Odisha #Satellite #Corona #Third_Wave