ଜିଲ୍ଲା ତଥା ସହରରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନୂଆ କୋଭିଡ ଆକ୍ରାନ୍ତଙ୍କ ତାଲିକାରେ ଆଜି ପୁଣି 25 ଜଣ ନୁଆ ଆକ୍ରାନ୍ତ ଯୋଡ଼ି ହେଇଯାଇଛନ୍ତି । ତେବେ ଏହାରି ଭିତରେ କଟକ ସହର ବାସିନ୍ଦା ଙ୍କୁ ପୁଣି ଥରେ ସଚେତନତା ର ବାର୍ତା ଦେଇଛି କମିଶନରେଟ ପୋଲିସ...
#ArgusNews #Odisha #Cuttack #commissioneratepolice #Awareness #Covid19