ଘୋଷଣାରେ ସୀମିତ ହୋଇ ରହିଗଲା ମଧୂସୁଦନ ଆଇନ ମହାବିଦ୍ୟାଳୟ। ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ମହାବିଦ୍ୟାଳୟ କେବେ ବିଶ୍ୱବିଦ୍ୟାଳୟ ରୂପରେ କାର୍ଯ୍ୟକ୍ଷମ ହେବ ତାକୁ ନେଇ ଉଠିଲାଣି ପ୍ରଶ୍ନ। କେବେ ଭାଙ୍ଗିବ ଉଚ୍ଚଶିକ୍ଷା ବିଭାଗର ନିଦ....
#ArgusNews #Odisha #Cuttack #Madhusudan_Law_College