ଶେଷ ହୋଇଛି ଜାତୀୟ ସଡକ ସୁରକ୍ଷା ମାସ । ମାସେ ଧରି ଗାଡି ଚାଳକଙ୍କୁ କରାଯାଉଥିଲା ସଚେତନ । ଟ୍ରାଫିକ ନିୟମ ପାଳନ କରିବାକୁ ଗାଡି ଚାଳକଙ୍କୁ ପୋଲିସ ଡିଜିଙ୍କ ଅନୁରୋଧ । ସଡକ ଦୁର୍ଘଟଣାକୁ ରୋକିବାକୁ ନେଇ ହାଇଓ୍ବେ ପାଟ୍ରୋଲିଂ ଆରମ୍ଭ ହୋଇଛି ...
#ArgusNews #RoadSafetyMonth #Bhubaneswar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app