ଗଂଜାମ ଜିଲ୍ଲା ପ୍ରଶାସନର ଏକପାଖିଆ ନିଷ୍ପତ୍ତିକୁ ବିରୋଧ । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପାଇଁ 8 ହଜାର ମସ୍ୟଜୀବୀଙ୍କ ପରିବାର ଉପରେ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଗୋପାଳପୁର ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ନାଁରେ ସମୁଦ୍ର କୂଳରୁ ଡଙ୍ଗା ହଟାଇବାକୁ ଜିଲା ପ୍ରଶାସନର ମସ୍ୟଜୀବୀ ମାନଙ୍କୁ ନିର୍ଦେଶ ଦେଇଛି। ଏହି ନିର୍ଦେଶକୁ ବିରୋଧ କରିଛନ୍ତି ଗୋପାଳପୁରର ହଜାର ହଜାର ମତ୍ସ୍ୟଜୀବୀ....
#ArgusNews #Odisha #Ganjam #Barhampur #Fisherman #Strike