ବାଲେଶ୍ୱର ସୋରରେ ଅଘଟଣ । ବାହାଘର ସାରି ଘରକୁ ଫେରୁଥିବା ସମୟରେ ବାଇକକୁ ଧକ୍କା ଦେଲା କାର । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋର କୁପାରୀ ରାସ୍ତା ପିତାକାଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି ....
#ArgusNews #Odisha #Balasore #RoadAccident #Accident
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app