#ବହୁତ_ପିଟିଲଣି_ଦାଦା
#ଆଉ_ମାରନି_ଆଉ_ମାରନି
ଜଣେ ଯୁବକଙ୍କୁ କିଭଳି ଘେରି ରହିଛନ୍ତି 8ରୁ 10 ଜଣ ଯୁବକ । କିଏ ଲାଠି ଉଠେଇ ମାଡ ମାରୁଛି ତ କିଏ ସିଧା ପେଟ ଉପରେ ଛିଡା ହୋଇଯାଉଛି । ଆଉ କିଏ ଗାଲରେ ଆସି ଚାପୁଡା ପରେ ଚାପୁଡା ମାରି ଚାଲିଛି । ଖାଲି ମାଡ ନୁହେଁ, ଅସଭ୍ୟ ଭାଷାରେ ମଧ୍ୟ ଯୁବକ ଜଣଙ୍କୁ ଗାଳିଗୁଲଜ କରୁଛନ୍ତି ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ....
#ArgusNews #Odisha #Bolangir #Student #Beaten