ଆମ ଗାଁ ଆମ ବିକାଶ ଯୋଜନା ଜମା ଖାତାରୁ ଟଙ୍କା ଗାଏବ I ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ ବରଂ ଦୁଇ କୋଟି 61 ଲକ୍ଷ ଟଙ୍କା ହଡପ ଅଭିଯୋଗ ,ବିଡ଼ିଓଙ୍କ ଅଗୋଚରରେ ଉଠାଯାଇଛି ଟଙ୍କା I ଗତ ମେ ମାସରୁ ଜୁନ ମାସ ମଧ୍ୟରେ ହୋଇଛି ହେରଫେର ,ମୃତ ମ୍ୟାନେଜରଙ୍କ ସମ୍ପୃକ୍ତି ନେଇ ସନ୍ଦେହ ବଢ଼ୁଛି I । ଜଗତସିଂହପୁର ସଦେଇପୁର ସ୍ଥିତ ୟୁନିୟନ ବ୍ୟାଙ୍କ ଆରିଲୋ ଶାଖାରୁ ଆସିଛି ଏଭଳି ଅଭିଯୋଗ ...
#ArgusNews #Jagatsinghpur #Bank #BDO
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app