କନ୍ଧମାଳ ଜିଲ୍ଲାରେ ସଫଳ ହେଉଛି କଦଳୀ ଚାଷ । ମକା,ସୋରିଷ କୋଳଥ ,ବିରି ତୁଳନାରେ କଦଳୀ ଚାଷରୁ ୧୦ ଗୁଣା ଅଧିକ ଆୟ ହେଉଥିବାରୁ ତୁମୁଡିବନ୍ଧ ବ୍ଲକ ମୁଣ୍ଡୀଗଡ଼ ପଞ୍ଚାୟତର ନୁଆଁସାହି ସାରା ଏବେ ସମସ୍ତେ ମାତିଛନ୍ତି କଦଳୀ ଚାଷରେ ...
#ArgusNews #Kandhamala #BananaFarming #GoodNews #Kandhamla #Banana