ରାଜଧାନୀରେ ମେରାଇନ୍ ବାୟୋ ଟେକ୍ନୋଲୋଜି ପାଇଁ ଅନୁରୋଧ...କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି... ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟରେ ପ୍ରତିଷ୍ଠା ପାଇଁ ଦେଇଛନ୍ତି ପ୍ରସ୍ତାବ...
#ArgusNews #Odisha #Bhubaneswar #Marine_Bio_Tech_Institute #Union_Minister #Dharmendra_Pradhan