ରାସ୍ତା ପାଲଟିଛି ମରଣଯନ୍ତା । ଡେଲାଙ୍ଗରୁ କଣାସକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଉପରେ ଆଖପାଖ ଗାଁର 10ହଜାର ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଏବେ ଏହା ଖାଲଖମାରେ ଭର୍ତ୍ତି.....
#ArgusNews #Odisha #Puri #Road_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍