କୋଭିଡ କାଳରେ କେମିତି ଅଛି ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା?
କରୋନା କାଳରେ ସାମ୍ନାକୁ ଆସୁଛି ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାର ଅସଲ ଚିତ୍ର। MKCGରେ ପୁଣି ଅକ୍ସିଜେନ ଅଭାବର ବିକଳ ଦୃଶ୍ୟ...ବିଭିନ୍ନ ସ୍ଥାନରୁ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ...ବଲାଙ୍ଗୀରରେ ସାଇକଲରେ ବାପାର ଶବ ବୋହିଲା ପୁଅ....ଦେଖନ୍ତୁ ପୂରା ଭିଡିଓ..
#ArgusNews #Odisha #Corona #Hospital #System