ବର୍ଷ ବର୍ଷ ଧରି ନ୍ୟାୟରୁ ଉପେକ୍ଷିତ ପରିବାର କରୁଛନ୍ତି ବ୍ୟବସ୍ଥା ବିରୋଧରେ ସଂଗ୍ରାମ । ଯାହା ରାଜ୍ୟର ପୋଲିସ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି । ପ୍ରଶ୍ନ ଉଠୁଛି, ପୀଡିତାଙ୍କୁ ନ୍ୟାୟ ଦେବାକୁ ପୋଲିସ ଅସମର୍ଥନ ନା ଶାସକ ଦଳର ହାତବାରିସି ସାଜିଛି...
#ArgusNews #Odisha #Odisha_police #Fight_For_Justice