ରାଜଧାନୀରେ ବୁଲିବ ଦୟା ରଥ । ଅସହାୟଙ୍କୁ ବସ୍ତ୍ର ବାଣ୍ଟିବାକୁ ବିଏମସିର ନୁଆ ପ୍ରୟାସ । ପୋଷାକ ବାଣ୍ଟିବାକୁ ପ୍ରସ୍ତୁତ କରାଯାଉଛି ସ୍ବତନ୍ତ୍ର ବସ । ବ୍ୟବହାର ଯୋଗ୍ୟ ପୁରୁଣା ବସ୍ତ୍ର ଦାନ କରିବା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ଭୁବନେଶ୍ବର ମହାନଗର ନିଗମ....
#ArgusNews #Odisha #Bhubaneswar #BMC #Daya_Ratha