24 ଘଣ୍ଟା ଭିତରେ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ବାଲେଶ୍ଵର, ଭଦ୍ରକ ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମଷ୍ୟଜୀବୀ ଙ୍କୁ ସତର୍କ ସୂଚନା ଦିଆଯାଇନାହିଁ । ଭୁବନେଶ୍ୱର ରେ ଅଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି....
#ArgusNews #Odisha #bhubaneswar #Waether