କୃଷକ ମାନଙ୍କ ନେତା ସାଜି କୋଟିପତି ବନିଛନ୍ତି ରାକେଶ ଟିକାଏତ
କୃଷି ଆଇନକୁ ପ୍ରତ୍ୟାହର କରିବା ଦାବିରେ ଦୀର୍ଘ ଦିନ ହେବ ଦେଶର ରାଜଧାନୀକୁ ଅଚଳ କରି ଆସିଥିବା ଅନେକ କୃଷକ ନେତାମାନଙ୍କ ମଧ୍ୟରେ ଏକ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି ଭାରତୀୟ କିଷାନ୍ ୟୁନିୟନ ବା ବିକେୟୂର ମୁଖପାତ୍ର ରାକେଶ ଟିକାଏତ । ସମସ୍ୟା ସମାଧାନ ପାଇଁ ସରକାରଙ୍କ ସମସ୍ତ ପ୍ରସ୍ତାବକୁ ଏଡ଼େଇ ଦେଇ ଆନ୍ଦୋଳନର ନେତୃତ୍ୱ ନେଉଥିବା ଏବଂ କଲ୍ୟାଣକାରୀ କୃଷି ଆଇନକୁ କଳା ଆଇନ ବୋଲି କହୁଥିବା ଟିକାଏତ୍ ଏବେ ଆଉ ଏକ କାରଣ ପାଇଁ ରହିଛନ୍ତି ଚର୍ଚ୍ଚାରେ......
#ArgusNews #National #Farmers #Farmers_Bill Rakesh Tikait BKU
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app