ଡାକ୍ତରଙ୍କ ଅଜବ ଯୁକ୍ତି... ବଣିଆ ଡାକି ଚୁଡି କାଟିଲେ ହେବ ପ୍ଲାଷ୍ଟର....
ସ୍ଥିତି ଦେଖି ନିଷ୍ପତ୍ତି... ନବମ ଶ୍ରେଣୀ ପରୀକ୍ଷା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ.....
ହାଇଦରକୁ ଖୋଜିବାକୁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ... ରାଜ୍ୟର ସମସ୍ତ ଏସପିଙ୍କୁ ଜାରି ହେଲା ଆଲର୍ଟ....
କଟକ ଚଉଳିଆଗଞ୍ଜ ପୋଲିସକୁ ବଡ଼ ସଫଳତା.... 6 ଟି ବନ୍ଧୁକ ଓ 32 ଗୁଳି ଜବତ....
ଦେଶରେ ଟିକା ଉତ୍ସବ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ.... 4ଟି ଦିଗ ଉପରେ ଫୋକସ....
ଆଜି ବି ହଜାରେ ଉପରେ ସଂକ୍ରମିତଙ୍କ ସଂଖ୍ୟା... ରାଜ୍ୟରେ ଗତ 24 ଘଣ୍ଟାରେ 1379 ପଜିଟିଭ୍...
ଜେଲ ପାଲଟିଛି ମଦ ଡିପୋ.....ସମ୍ବଲପୁର ମଣ୍ଡଳ କାରଗାର ଜେଲରୁ ଆସିଲା ଦୃଶ୍ୟ....
#ArgusNews #Odisha #Headlines 3PM