ରାଜ୍ୟରେ ଆସନ୍ତା ତିନି ଦିନ ଘଡଘଡି ସହ ବର୍ଷା ସମ୍ଭାବନା। ଏଥିପାଇଁ 15ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ପବନର ବେଗ 30ରୁ 40 କିମି ରହିପାରେ....
#ArgusNews #Odisha #Weather #Regional_Weather_Center #Bhubaneswar