ମାଟି ତଳୁ ଉଦ୍ଧାର ହେଲା 7 ଟି ପୁରୁଣା ଶିବ ଲିଙ୍ଗ
ଓଡିଶା ଓ ଝାରଖଣ୍ଡ ସୀମା ନିକଟରେ ବେନିସାଗରରୁ 7ଟି ଶିବଲିଙ୍ଗ ଉଦ୍ଧାର କରାଯାଇଛି । ମାଟି ଖୋଳୁ ଖୋଳୁ ଉଦ୍ଧାର ହେଲେ ମହାଦେବ । ଏହି ଶିବ ଲିଙ୍ଗ ସବୁ 15ଶହ ବର୍ଷ ପୁରୁଣା ବୋଲି କହିଛି ପ୍ରତ୍ନତତ୍ତ୍ବ ବିଭାଗ....
#ArgusNews #Odisha #Odisha_Jharkhand #Sibalinga
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app