ଘର ନାହିଁ... ରୋଜଗାର ନାହିଁ... କି ଆହା ପଦେ କହିବାକୁ କେହି ନାହିଁ । ଆଖିକୁ ଦିଶୁ ନଥିଲାବେଳେ ପାଲଟିଛନ୍ତି ପରସ୍ପରର ଆଶାବାଡି । ପୁରୀ ଜିଲ୍ଲା ଗୋପ ବ୍ଲକ ତରଣା ଗାଁର ଗଦାଧର ପଲେଇ ଓ ମାଆ ଭବି ପଲେଇ । ଅସହାୟ ଅବସ୍ଥାରେ ଗୁହାଳ ଘରେ ପଲିଥିନ୍ ଖଣ୍ଡା ପକାଇ ପଡି ରହିଛନ୍ତି....
#ArgusNews #Odisha #Puri #Gop #Asahaya