#ଯବାନ_ତିଆରି_କରୁଛନ୍ତି_ଯବାନ...
#କଦମ_ତାଲରେ_କମ୍ପୁଛି_ପରିବେଶ...
ଖୋଲା ପଡିଆରେ ମୁକ୍ତ ଆକାଶକୁ ଛଇଁବାର ସ୍ବପ୍ନ...ଦେଶ ପାଇଁ ଲେଢଇ କରିବାର ଅଦମ୍ୟ ଇଚ୍ଛା... ବିନା ପାରିଶ୍ରମିକରେ ଭାରତୀୟ ସେନାରେ ସାମିଲ ହେବା ପାଇଁ ତାଲିମ ଦେଉଛନ୍ତି ଯାଜପୁର ବିଞ୍ଝାରପୁରର 15 ଜଣ ଯବାନ...
#ArgusNews #Odisha #Jajpur #Binjharpur #Jawan #training