ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଚାଏ ପେ ଚର୍ଚ୍ଚା
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଗଞ୍ଜାମ ଜିଲ୍ଲାର ଖଲିକୋଟଠାରେ ପ୍ରଥମେ ପ୍ରସିଦ୍ଧ ଦ୍ବିତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ। ପରେ ଚା ଦୋକାନଠାରେ ଜନସାଧାରଣଙ୍କ ସହ ବିଭିନ୍ନ ଚର୍ଚ୍ଚା କରିଥିଲେ......
#ArgusNews #Odisha #BJP #Ganjam @Samir Mohanty