Obesity emerging as biggest killer of humankind
ବସ୍ତି ଲୋକଙ୍କୁ ଭୁଆଁ ବୁଲାଇଉଛନ୍ତି ସରକାର
ରାଜଧାନୀ ରେ 500 ବସ୍ତି ଥିବା ବେଳେ ବିଏମସି ଖାତା ରେ 436 ବସ୍ତି। ବସ୍ତି ଲୋକଙ୍କୁ ଭାଗ ଭାଗ କରି ସେମାନଙ୍କୁ ଅଲଗା କରୁଛନ୍ତି। ସରକାର ନିଜେ ଦଳାଲ ଙ୍କୁ ହାତରେ ଧରି କାମ କରୁଛନ୍ତି । ଏଭଳି କିଛି ଅଭିଯୋଗ ରେ ବିଏମସି ଅଫିସ ଘେରାଓ କଲା ବସ୍ତି ସୁରକ୍ଷା ମଞ୍ଚ......
#ArgusNews #Odisha #Bhubaneswar #BMC #Slum_area #Strike
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app