ଆଦିବାସୀ ମେଳାରେ ଧାନରେ ତିଆରି ସାମଗ୍ରୀର ଚାହିଦା । ମୂର୍ତ୍ତି, କଳସ, କାନ ଫୁଲ ଖୁସିରେ କିଣି ନେଉଛନ୍ତି ଲୋକେ । ବିଶେଷ କରି ନବରଙ୍ଗପୁରରୁ ଆସିଥିବା ଧାନରେ ତିଆରି କଳାକୃତି ଲୋକଙ୍କ ହୃଦୟ ଜିତୁଛି....
#ArgusNews #Odisha #Bhubaneswar #Adibasi_Mela #Paddy_Craft