ପେଟ୍ରୋଲ ପମ୍ପରେ ଆତଙ୍କରାଜ .. ପେଟ୍ରୋଲ ପକାଇଲେ ହେଲେ ଟଙ୍କା ଦେଲେନି । ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ନିର୍ଘାତିଆ ମାଡ ମାରିଲେ । ପୋଖରୀପୁଟ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଦେଖିବାକୁ ମିଳିଛି ...ସିସିଟିଭିରେ ପୁରା ଘଟଣା କଏଦ ...
#ArgusNews #Bhubaneswar #PetrolPump #Attack
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app