ଗଜପତି ଜିଲ୍ଲା ଦିନ କୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ ସଂଖ୍ୟା । କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ମନ୍ଥର ଗତିରେ କୋଭିଡ ପରିଚାଳନା କରୁଥିବା ଭଳି ଅନୁଭବ ହେଉଛି ବୋଲି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ କହିଛନ୍ତି....
#ArgusNews #Odisha #Gajapati #Covid19 #PressMeet