କଟକରେ ଛତୁଫୁଟିଲା ଭଳି ବେଆଇନ କଲ୍ୟାଣମଣ୍ଡପ... ସିଏମସି ପାଖେ ନାହିଁ ସଠିକ ହିସାବ... ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରୁନି ମହାନଗର ନିଗମ....ଖୁଲମଖୁଲା ନିୟମ ଉଲ୍ଲଂଘନ କରୁଛନ୍ତି ମଣ୍ଡପ... ସିଏମସିର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ...
#ArgusNews #Odisha #Cuttack #Ilegally #Kalyan_Mandap CMC