ରାଜଧାନୀ ରାସ୍ତାକଡରୁ ହଟିବେ ମଟନ ଦୋକାନୀ । ଖୋଲାଖୋଲି ମାଂସ କାଟିବା ଓ ବିକ୍ରି ଉପରେ ବିଏମସିର କଟକଣା । ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଛି ଅତ୍ୟାଧୁନିକ ମଟନ ମାର୍କେଟ । ଆଗକୁ ରାଜଧାନୀର ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ମଟନ ମାର୍କେଟ ପ୍ରତିଷ୍ଠା କରିବାକୁ ବିଏମସିର ଲକ୍ଷ୍ୟ.....
#ArgusNews #Odisha #Bhubaneswar #Mutton_Shop #BMC