ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟରେ ଲୋକାର୍ପଣ ହୋଇଛି ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଚ ପ୍ରତିମୂର୍ତ୍ତି
ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତିରେ ସ୍ଥାପିତ କରାଯାଇଛି...
#ArgusNews #Odisha #Cuttack #MahatmaGandhiStatue #NaveenPatnaik