କରୋନା ମହାମାରୀ ଆଣି ଦେଇଛି ଦୁଃଖ...ମହାମାରୀ ସମୟରେ ଗଞ୍ଜାମରୁ ବିଭିନ୍ନ ଅବହେଳାର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ପୁଣିଥରେ ସାମ୍ନାକୁ ଆସିଛି...ଅଜଣା ରୋଗରେ ପଡି ପରିବାରର ମୁଖ୍ୟ ଛଟପଟ ହେଉଥିଲେ ମଧ୍ୟ କରୋନା କଟକଣା ପାଇଁ ଔଷଧ ଟିକିଏ ପାଉନାହାନ୍ତି ...
#ArgusNews #Berhampur #Bhanjanagar #UknownDiseases