ଗଞ୍ଜେଇ କାରବାରରେ ପୋଲିସ । ଖାକିର ପହରାରେ ଚାଲାଣ ହେଉଛି ସବୁଜ ଜହର । ଟଙ୍କା ରୋଜଗାର ନିଶାରେ ଏ କାରାବାରରେ ମୋହରା ହେଉଛନ୍ତି ଇଂଜିନିୟରିଂ ଛାତ୍ର । ଜୟପୁର ପୋଲିସ ଗଞ୍ଜେଇ କାରବାରର ଜଡ ଖୋଜୁ ଖୋଜୁ ଧରିଛି 2 ପୋଲିସ ଓ ଇଂଜିନୟରିଂ ଛାତ୍ରଙ୍କୁ । କୋରାପୁଟର ଲମତାପୁଟ ଓ ଗଂଜାମର ପାଟପୁରରୁ ବି ଆଜି ଜବତ ହୋଇଛି ବିପୁଳ ପରିମାଣର ସବୁଜ ଜହର......