ପରୀକୁ ନ୍ୟାୟ ମିଳୁ ନିର୍ଦ୍ଦୋଶକୁ ଦଣ୍ଡ ନ ମିଳୁ । ଏଭଳି ଦାବି ଭିତରେ ସରୋଜଙ୍କ ମାଆ ଏସଆଇଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଘରେ ସର୍ଚ୍ଚ ଅପରେସନ, ମୋବାଇଲ ପାସୱାର୍ଡ ଭଳି ପ୍ରସଙ୍ଗରେ ସେ ସନ୍ଦେହ ପ୍ରକାଶ କରିଛନ୍ତି । ସେହିପରି ପରୀର ମୃତଦେହକୁ କେଉଁଠି ଥିଲା ତାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ । ତଦନ୍ତ ପ୍ରକ୍ରିୟାକୁ ନେଇ ଶୁଣନ୍ତୁ କଣ କହୁଛନ୍ତି ସରୋଜଙ୍କ ମାଆ.....
#ArgusNews #Odisha #Nayagarh #Paree_Issue #JusticeForParee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app