ବାଲେଶ୍ୱର ସଦର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମୈଦାନରେ ପ୍ରଚାର ସେତିକି ଜୋର ଧରିଛି । ତିନି ପ୍ରମୁଖ ରାଜନୈତିକ ଦଳମାନଙ୍କର ଷ୍ଟାର କେମ୍ପେନର ମାନେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ଲୋକଙ୍କୁ କହୁଛନ୍ତି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #Baleswar