ନୂଆପଡା ଜିଲ୍ଲାରେ ଦାଉ ସାଧିଛି ବର୍ଷା । ଅଦିନିଆ ବର୍ଷା ଯୋଗୁ ହଜାର ହଜାର ବର୍ଷା ଧାନ ଭିଜିଛି । ବିଭିନ୍ନ ମଣ୍ଡିରେ ପ୍ରାୟ 2ଲକ୍ଷ ଧାନ ବସ୍ତା ପଡି ରହିଛି । ପ୍ରାୟ 3ହଜାର ଚାଷୀଙ୍କ ଧାନ ଟୋକନ ଲ୍ୟାପ୍ସ ଯୋଗୁ ମଣ୍ଡିରେ ପଡିରହିଛି । କିଛିଦିନ ହେବ ଅଦିନିଆ ବର୍ଷା ଲାଗି ରହିଥିବାରୁ ମୁଣ୍ଡରେ ହାତ ଦେଇଛି ଚାଷୀ ....
#ArgusNews #Nuapada #FarmersIssue #Odisha
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app