କର୍ଲାପାଟ ହାତୀ ମଡକର କାରଣ ହ୍ୟୁମରେଜିକ ସେଫଟିସେମିଆ । ଯେଉଁଥି ପାଇଁ ହାତୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇଛନ୍ତି ସରକାର । ସ୍ଥାନୀୟ ଅଂଚଳରେ ଗୃହ ପାଳିତ ପଶୁଙ୍କ ଟିକାକରଣ ସହ ବଞ୍ଚିଥିବା ବାକି 2 ହାତୀଙ୍କୁ ଆଣ୍ଟି ବାୟୋଟିକ୍ ଦିଆଯାଉଛି....
#ArgusNews #Odisha #Kalahandi #Elephant #Dead