ଜଣେ ଶିକ୍ଷକ... ହେଲେ ପାଉଛନ୍ତି ଦୁଇ ସ୍କୁଲର ଦରମା । ଏହି ଖୁଲାସା ହୋଇଛି ସୂଚନା ତଥ୍ୟ ଆଧାରରେ । ଜଣେ ଶିକ୍ଷକ ବର୍ଷ ବର୍ଷ ଧରି ଦୁଇଟି ବିଦ୍ୟାଳୟରେ ଚାକିରି କରୁଥିବା ଦର୍ଶାଇ ଦରମା ପାଇଥିବା ଘଟଣା ଏବେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି....
#ArgusNews #Odisha #Ganjam #Salary #School_Teacher