କେନ୍ଦ୍ରାପଡ଼ାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଯୋଜନା...ପର୍ଯ୍ୟଟନ,ଷ୍ଟିଲ ପ୍ଲାଣ୍ଟ ସହ ହେବ ବଡ଼ ଶିଳ୍ପ...କୋଷ୍ଟାଲ ହାଇୱେରୁ ଜିଲ୍ଲା ପାଇବ ସର୍ବାଧିକ ଲାଭ...ଦ୍ବିତୀୟ ଦିନରେ ଭିତରକନିକା ଓ ବଳଦେବଜୀଉଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର...
#ArgusNews #Odisha #Kendrapada #Union_Minister #Dharmendra_Pradhan #visiting