ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଯୋଜନା ଠାରୁ ଯୋଜନ ଦୂରରେ ହିତାଧିକାରୀ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପାଟଣାଗଡ ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତ ଭୁର୍ସବାଞ୍ଜି ଗ୍ରାମର ବରିହା ଦମ୍ପତ୍ତି ଶୋଭା ଓ ସନ୍ତୋଷ । ଘର ଖଣ୍ଡିଏ ପାଇଁ ପଂଚାୟତ ଠାରୁ ନେଇ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି କୌଣସି ସୁଫଳ ମିଳିନି...
#ArgusNews #Odisha #AwasYojana #Patnagarh