ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆବାହନରେ ଏଆଇସିସିଟିୟୁ ଭାରତ ବନ୍ଦ ପାଳନ କରୁଛି । 10 ଦଫା ଦାବି ନେଇ ଭାରତ ବନ୍ଦ କରିଛି ବାମ ଦଳ । ଏହି ବନ୍ଦ ଯୋଗୁଁ ଜାତୀୟ ରାଜପଥ ରେ ଅନେକ ଗାଡି ଅଟକ ରହିଛି......
#ArgusNews #Odisha #ArgusUpdate #AICCTU #Bharat #Left_Side