ଦୁର୍ନୀତିର ଗନ୍ତାଘର ପାଲଟିଛି ଯାଜପୁର ଜିଲ୍ଲା । କାମ ଚାଲିଛି କିନ୍ତୁ ଫଳକ ନାହିଁ । ଏପରିକି ଲୋକଙ୍କ ବଦଳରେ କାମ କରୁଛି ମେସିନ । ଜିଲ୍ଲାର ଷଠିପୁର ନିକଟରେ ଥିବା ପଥପ୍ରାନ୍ତ କେନ୍ଦ୍ରର ପଛପଟ ରାସ୍ତା ସମତୁଲ କରାଯାଉଥିବା ବେଳେ ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି....
#ArgusNews #Odisha #Jajpur #Corruption