ପୁଣି ଜଳିଲା ଶିମିଳିପାଳ । ଶିମିଳିପାଳ ଉତ୍ତର କାର୍ଯ୍ୟାଳୟ ତରଫରୁ ମିଳିଥିବା Satellite report ସୂଚନା ଅନୁଯାୟୀ ଆଜି ଉତ୍ତର ଶିମିଳିପାଳରେ ୧୦ ଟି ପଏଣ୍ଟ ରେ ନିଆଁ ଲାଗିଛି । ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗ , ବନବିଭାଗ, ଓଡ୍ରାଫ ଟିମ ନିୟୋଜିତ ରହିଛନ୍ତି ...
#ArgusNews #Odisha #Similipala #Fire #FireinForest