#ଜୀବନ_ମରଣର_ଖେଳ_ଖେଳୁଛନ୍ତି_ଡାକ୍ତର
ଅକ୍ସିଜେନ୍ ସରିଯାଇଛି..... ବେଡରେ ଛଟପଟ ହେଉଛନ୍ତି ରୋଗୀ.... ଧାଁ ଦୈଡ କରୁଛନ୍ତି ପରିବାର ଲୋକେ.... ଇଏ ହେଉଛି ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲର କୋଭିଡ୍ ୱାର୍ଡର ଦୃଶ୍ୟ...
#ArgusNews #Odisha #Bolangir #Covid19 #CoronaVirus #covidpatient #oxygen