୮ ମାସ ତଳେ ଚାକିରିରୁ ଛଟେଇ ହୋଇଥିଲେ । କିପରି ପରିବାର ଚଳାଇବେ ଚିନ୍ତା କରି କରି ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ । ଘରୁ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ବାହୁନି କାନ୍ଦୁଛନ୍ତି ସ୍ତ୍ରୀ.....
#ArgusNews #Odisha #Denkanal #Suicide
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app